Featuredଜାତୀୟରାଜନୀତି

ମତେ ଗିରଫ କର : ଅରବିନ୍ଦ କେଜ୍ରିୱାଲ

ଆତଙ୍କବାଦୀ କି ଦୁର୍ନୀତିଗ୍ରସ୍ତ ହୋଇଥିଲେ ମୋତେ ଗିରଫ କର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ  ଅରବିନ୍ଦ କେଜ୍ରିୱାଲ ଆଜି ଏଭଳି ଟୁଇଟ୍‌ କରି ବିଜେପିକୁ ଟାର୍ଗେଟ କରିଛନ୍ତି।  ପଞ୍ଜାବରେ ପ୍ରଥମେ ପ୍ରଧାନମନ୍ତ୍ରୀ କହିଥିଲେ କେଜ୍ରିୱାଲ ଜଣେ ଆତଙ୍କବାଦୀ। ଏହା ଶୁଣି ଗୃହମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଲେ। ପରେ ହେଲା କ’ଣ? ବର୍ତ୍ତମାନ ଗୁଜୁରାଟ ବିଧାନସଭା ନିର୍ବାଚନ/ ଏମସିଡି ପୂର୍ବରୁ ସେମାନେ କହୁଛନ୍ତି ଯେ କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ। ଯଦି କେଜ୍ରିୱାଲ ଜଣେ ଆତଙ୍କବାଦୀ କିମ୍ବା ଦୁର୍ନୀତିଗ୍ରସ୍ତ, ତେବେ ତାଙ୍କୁ ଗିରଫ କର। କେଜ୍ରିୱାଲ ଲୋକଙ୍କର ପ୍ରିୟ ଅଟନ୍ତି। ଏହା ଜାଣିବା ପ‌ରେ ବିଜେପିକୁ କଷ୍ଟ ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com