ଓଡ଼ିଶା

ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ପରିବହନ ବିଭାଗ ପାଇଁ ଚିନ୍ତାର କାରଣ ହୋଇ ରହିଛି

ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ପରିବହନ ବିଭାଗ ପାଇଁ ଚିନ୍ତାର କାରଣ ହୋଇ ରହିଛି। ମୃତାହତ ସଂଖ୍ୟା ହ୍ରାସ ପାଇଁ ବିଭିନ୍ନ ଦିଗରୁ ଉଦ୍ୟମ ହେଉଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇପାରୁ ନାହିଁ।

ଏପରିସ୍ଥଳେ ସଡ଼କ ଦୁର୍ଘଟଣା ବଢ଼଼ିବା ପଛରେ କାରଣ ଜାଣିବା ପାଇଁ ପରିବହନ ବିଭାଗ ଗବେଷକଙ୍କ ସହାୟତା ନେବାକୁ ଯାଉଛି। ଏଥିରେ ବିଭିନ୍ନ ଗବେଷଣା ଅନୁଷ୍ଠାନ ଏବଂ ଯାନବାହନ ସହ ଜଡିତ ସଂସ୍ଥାର ପ୍ରତିନିଧିଙ୍କୁ ସାମିଲ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com