ଜାତୀୟ

ବର୍ତ୍ତମାନର ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ମୋଟ ସାଂସଦଙ୍କ ସଂଖ୍ୟାର ୧୪.୨%

ବର୍ତ୍ତମାନର ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ମୋଟ ସାଂସଦଙ୍କ ସଂଖ୍ୟାର ୧୪.୨%। ସମୟକ୍ରମେ ସଂସଦରେ ମହିଳା ପ୍ରତିନିଧିତ୍ବ ବଢ଼ିଥିବା ଉତ୍ସାହଜନକ ହୋଇଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ଅନ୍ୟ ଦେଶଙ୍କ ତୁଳନାରେ ଭାରତ ବହୁ ପଛରେ ପଡ଼ିଛି।

ସଂସଦରେ ମହିଳା ପ୍ରତିନିଧିତ୍ବ ହାର ଦୃଷ୍ଟିରୁ ୧୯୩ ଦେଶଙ୍କ ତାଲିକାରେ ଭାରତ ୧୪୨ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୩୭, ନେପାଳ୫୪ ଓ ବାଂଲାଦେଶ ୧୧୩ ସ୍ଥାନରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com