ଜାତୀୟ

ଡିସେମ୍ବର ୨୨ ତାରିଖ ଦିନ ଭାରତ ବନ୍ଦ ଡାକରା

ଡିସେମ୍ବର ୨୨ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ। ଆନ୍ଧ୍ର–ଓଡିଶା ବଡର ଡିଭିଜନର ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରିଛି।

ଝାଡଖଣ୍ଡ ଓ ବିହାରରେ ଲୋକଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଆଜି ବିଶ୍ୱରେ ସାମ୍ରାଜ୍ୟବାଦ ଏକ ଗମ୍ଭୀର ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ସରକାର ବିରୋଧୀ ଅଭିଯାନ ପାଳନ କରିବା ସହ ୨୨ ତାରିଖ ଦିନ ଭାରତ ବନ୍ଦ କରାଯିବ ବୋଲି କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com