ଜାତୀୟ

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରୁଥିବାବେଳେ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରୁଥିବାବେଳେ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି। ଏଥର ନିର୍ବାଚନରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି କେତେ ସିଟ ପାଇବେ ସେନେଇ ଶାହା ପୂର୍ବାନୁମାନ କରିଛନ୍ତି।

ସେ କହିଛନ୍ତି, ୫ ପର୍ଯ୍ୟାୟରେ ମୋଦି ଜୀ ୩୧୦ ସିଟ ଅତିକ୍ରମ କରିସାରିଛନ୍ତି ଏବଂ ଇଣ୍ଡିଆ ମେଣ୍ଟ ବିଲୋପ ହୋଇଗଲାଣି। କଂଗ୍ରେସ ୪୦ ଟି ସିଟ୍‌ ମଧ୍ୟ ଅତିକ୍ରମ କରୁନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com