ଓଡ଼ିଶା

ବିଜେପି ଦଳ ପକ୍ଷରୁ ସଦସ୍ୟତା ଅଭିଯାନ ଆରମ୍ଭ ହେଲା…

ଭୁବନେଶ୍ୱର: କଟକ ପ୍ରଜାତନ୍ତ୍ର ଅଫିସ ପରିସରରେ ଆଜି ବିଜେପି ଦଳ ପକ୍ଷରୁ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି l ଏହି ସଭାରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ତଥା ପୂର୍ବତନ ରାଜ୍ଯସଭା ସାଂସଦ ଦୂଶ୍ୟନ୍ତ କୁମାର ଗୌତମ ତଥା କଟକ ସାଂସଦ ଭର୍ତୁହରି ମହତlବ ,ତଥା ରାଜ୍ଯ ସାଧାରଣ ସଂପାଦକ ଯତୀନ ମହାନ୍ତି, ଉପସ୍ଥିତ ରହି କିଭଳି ଭାବରେ ଦଳରେ ସଦସ୍ୟତା ବଢିବା ବିଷୟରେ ଆଲୋଚନା କରିଥିଲେ l

ଏଥିରେ କଟକ ନଗର ଜିଲାର ସମସ୍ତ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ, ଜିଲା ସଦସ୍ୟତା ଅଭିଯାନ କମିଟି,ମଣ୍ଡଳ ସଦସ୍ୟତା କମିଟି, ସମସ୍ତ କର୍ପୋରେଟର, ଜିଲ୍ଲା ମୋର୍ଚା ସଭାପତି, ସାଧାରଣ ସମ୍ପାଦକ, ସମସ୍ତ ଶକ୍ତି କେନ୍ଦ୍ର ପ୍ରମୁଖ ମାନେ ଉପସ୍ଥିତ ରହି ଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com