Featuredଓଡ଼ିଶାରାଜନୀତି

ଏହି ବିଭାଗରେ ଚାକିରୀ ଦେବେ ମୋହନ ସରକାର

ଭୁବନେଶ୍ୱର: ପୂରଣ ହେବ ପଦବୀ । ଚାକିରୀ ପାଇବେ ଯୋଗ୍ୟ ଆଶାୟୀ । ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା । ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଉଦ୍‌ଘାଟନ ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଗୃହ ରଖି ପଦବୀ ବଢାଇ ୫୦୦୦ କରାଯିବ । ୨,୪୧୬ ପଦବୀରୁ ୫ ହଜାରକୁ ବୃଦ୍ଧି କରାଯିବ । ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com