ଓଡ଼ିଶା

ଅନୁଗୋଳରେ ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ଗଛ ଓ ବିଦ୍ୟୁତ ଖୁଣ୍ଟ

ଅନୁଗୋଳ: ଅନୁଗୋଳରେ କାଳବୈଶାଖୀର ତାଣ୍ଡବ । ମାତ୍ର କିଛି ମିନଟ୍‌ରେ ଟଳି ପଡିଲା ରାସ୍ତାକଡ଼ରେ ଥିବା ବହୁ ଗଛ । କିଛି ଗଛ ରାସ୍ତା କଡରେ ଠିଆ ହୋଇଥିବା ବସ୍ ଉପରେ ମାଡି ବସିଲାଣି ତ ଆଉ କିଛି ଗଛ ରାସ୍ତା କଡରେ ଥିବା ଦୋକାନ ଗୁଡିକ ଉପରେ ମାଡି ବସିଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ତାର ମଧ୍ୟ ଛିଣ୍ଡି ଯାଇଛି । ଏଥିଯୋଗୁଁ ରାଜା ଛକ, ବସ ଷ୍ଟାଣ୍ଡ, ଟ୍ରାଫିକ ଛକ ଅଞ୍ଚଳରେ ବେଶୀ କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ଲୋକ ଗଛ ଗୁଡିକୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com