Featuredଜାତୀୟରାଜନୀତି

ସଂସଦ, ସମ୍ବିଧାନ ଓ ବିତର୍କରେ ମୋଦି-ପ୍ରିୟଙ୍କା ମୁହାମୁହିଁ

ନୂଆଦିଲ୍ଲୀ: ସଂସଦରେ ମୁହାଁମୁହିଁ ହେଲେ ମୋଦି ଓ ପ୍ରିୟଙ୍କା । ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ଅବସରରେ ୨ ଦିନ ହେଲାଣି ମହାବିତର୍କରେ ଉଠୁଛି ପଡ଼ୁଛି ସଂସଦ । ଆଜି ତୃତୀୟ ଦିନରେ ବି ସମାନ ସ୍ଥିତି ଉପୁଜିବାର ଆକଳନ କରାଯାଉଛି । ଗତକାଲି ଶାସକ ଦଳ ପକ୍ଷରୁ ପ୍ରଥମେ ପ୍ରତିରକ୍ଷାମନ୍ତ୍ରୀ ଓ ବିରୋଧୀ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ତର୍କ କରିଥିଲେ।

ଭାରତୀୟ ସମ୍ବିଧାନକୁ ୭୫ ବର୍ଷ ପୂରଣ ଅବସରରେ ସଂସଦରେ ସମ୍ବିଧାନ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ଲୋକସଭାରେ ନିଜର ଅଭିଭାଷଣ ବେଳେ ସମ୍ବିଧାନକୁ ସମ୍ମାନ ପ୍ରସଙ୍ଗରେ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେପଟେ ଲୋକସଭା ସାଂସଦ ଭାବେ ପ୍ରଥମ ଥର ଗୃହରେ ସମ୍ବିଧାନ ଉପରେ ଚର୍ଚ୍ଚା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ।

Related Articles

Back to top button
WP Twitter Auto Publish Powered By : XYZScripts.com