ଭୁବନେଶ୍ୱର: ଏଥର ବନ୍ଦ ହେବନି ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷ ନିଶ୍ଚିତ ରୂପେ ଏହି ନିର୍ବାଚନକୁ କାର୍ଯ୍ୟକାରୀ କରିବୁ । ନିର୍ବାଚନ ନିଶ୍ଚିତ ହେବ । ଏପରି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଭିବିପିର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ପ୍ରତିକି୍ରୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲଗାତାର କିଛି ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ ପୂର୍ବତନ ସରକାର । ତେବେ ଏହାକୁ ଏବେ ପୁଣି କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ମାଝୀ ।
Related Articles
Check Also
Close