ଓଡ଼ିଶାକ୍ରୀଡ଼ା

୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍: ୭ରେ ଭୁବନେଶ୍ୱର ଆସିବେ ଖେଳାଳି

କଟକ: ଆଉ ଦିନ କେଇଟା ପରେ ହେବ ବାରବାଟୀ ଷ୍ଟାଡିଅମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏଥିପାଇଁ ପ୍ରସ୍ତୁତ ବାରବାଟୀ । ଟିକେଟ ନେବା ପାଇଁ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଉସôାହ ଥମିବାରେ ନାଁ ନେଉ ନ ଥିବା ବେଳେ ୭ ତାରିଖରେ ଭୁବନେଶ୍ୱରରେ ପହଂଚିବେ ଖେଳାଳି । ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ। ୮ ତାରିଖରେ ଉଭୟ ଟିମ ଅଭ୍ୟାସ ପାଇ ବାରବାଟୀ ଯିବେ।

Related Articles

Back to top button
WP Twitter Auto Publish Powered By : XYZScripts.com