Breaking NewsFeaturedଓଡ଼ିଶାରାଜନୀତି

ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ବିଧାନସଭାରେ ଗୃହକାର୍ଯ୍ୟ ଆରମ୍ଭରୁ ପୁଣି ବିରୋଧୀଙ୍କ ହଙ୍ଗମା । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ହଟ୍ଟଗୋଳ କରିଛନ୍ତି ବିରୋଧୀ  ବିଜେଡି ଏବଂ କଂଗ୍ରେସ । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ମିଶନ ଶକ୍ତି ଇସି ପୁନଃଗଠନ ଦାବିରେ ବିଜେଡି ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ସହ ନାରାବାଜି କରିଥିଲେ । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏହାକୁ ବିରୋଧ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ବିଜେଡି ସଦସ୍ୟ ମାନେ।

Related Articles

Back to top button
WP Twitter Auto Publish Powered By : XYZScripts.com