Featuredଜାତୀୟରାଜନୀତି

ବିମୁଦ୍ରିକରଣ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

୨୦୧୬ ମସିହାରେ ହୋଇଥିବା ବିମୁଦ୍ରିକରଣକୁ ଭୁଲ ନିଷ୍ପତ୍ତି ବୋଲି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ସରିବା ପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ଏହା ସହ କୋର୍ଟ ସମସ୍ତ ପକ୍ଷଙ୍କୁ ୨ ଦିନ ମଧ୍ୟରେ ଲିଖିତ ଦଲିଲ୍ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ୫୮ ଟି ଆବେଦନ ଦାଖଲ କରାଯାଇଥିଲା । ଜଷ୍ଟିସ ଏସ୍ ଅବ୍ଦୁଲ ନଜୀରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତି ନଭେମ୍ବର ୨୪ ତାରିଖରୁ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com