Breaking NewsFeatured

ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ

ଭୁବନେଶ୍ୱର : ଓସିଏ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି। ସଭାପତି ଭାବେ ସେ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡିଥିଲା ପଦବୀ।ପୂର୍ବରୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ପଙ୍କଜ ଲୋଚନ ମହାନ୍ତି। ଏବେ ସେ ଦ୍ଵିତୀୟ ଥର ଓସିଏ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ସଭାପତି ଦାୟିତ୍ୱରେ ଥିଲେ ।

Related Articles

Back to top button