Featuredଓଡ଼ିଶା

ଆଗାମୀ ୪ ଦିନ ପାଇଁ ହିଟ୍ ୱେଭ୍ ଆଲର୍ଟ; ୪୦ ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା

ଭୁବନେଶ୍ୱର: ସରିନି ମାର୍ଚ୍ଚ ମାସ । କିନ୍ତୁ ଅସମ୍ଭାଳ କରାରେ କଲବଲ ଓଡ଼ିଶା । ସିଝୁଛି ପଶ୍ଚିମ ଓଡ଼ିଶା । ଖରାକୁ ଦୃଷ୍ଟିରେ ରଖି ଜାରି ହୋଇଛି ହିଟ୍ ୱେଭ୍ ଆଲର୍ଟ । ଆସନ୍ତା କାଲିଠୁ ବଢିବ ତାପମାତ୍ରା । ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ପାରଦ ୩୮ଡିଗ୍ରୀ ସେଲସିୟସ ଛୁଇଁଲାଣି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା । ଏହା ସହ ୪ ଦିନ ପାଇଁ ଏହି ଆଲର୍ଟ ଜାରି କରିଛନ୍ତି ପାଣିପାଗ ବିଜ୍ଞାନୀ । ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ଆଭ୍ୟନ୍ତରୀଣ ଓଡ଼ିଶା ସହଳ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀରେ ଛଟପଟ ହେବେ ରାଜ୍ୟବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com