ଓଡ଼ିଶା

କାଲି ଆସିବ ଓମିକ୍ରନ ଭୁତାଣୁ ଚିହ୍ନଟ କରୁଥିବା ଓମିସିଓର କିଟ୍

ଭୁବନେଶ୍ୱର() ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ କିଟ୍ ଆସିବ । ଟାଟା ଏମଡି ଓଡ଼ିଶାକୁ ଦେବ ଏହି କିଟ୍ । ତେବେ ଏହି କିଟ୍ ଓମିକ୍ରନ ଭୁତାଣୁ ଚିହ୍ନଟ କରିବାରେ ସହାୟକ ହେବ । ଓମିସିଓର କିଟ୍ ଆସିବା ପରେ ଆଉ ଜିନମ୍ ସିକ୍ୱେନ୍ସିଂର ଆବଶ୍ୟକତା ପଡ଼ିବ ନାହିଁ । ଟାଟା ଏମଡିକୁ ୫ ଲକ୍ଷ କିଟ୍ ଅର୍ଡର୍ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com