Featuredଓଡ଼ିଶାଶିକ୍ଷା

ବଦଳିଲା ଢାଞ୍ଚା; ଯୁକ୍ତ ୨ ପରେ କରିହେବ ବିଏଡ୍

ଭୁବନେଶ୍ୱର: ବଦଳିଲା ବିଏଡ୍ ଢାଞ୍ଚା । ଏଣିକି ଏଣିକି ଯୁକ୍ତ ୨ ପରେ କରିପାରିବେ ବିଇଡି । ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ୮ଟି ଅନୁଷ୍ଠାନ ସହ ମହାବିଦ୍ୟାଳୟର ଏମଓୟୁ ସ୍ବାକ୍ଷରିତ ହୋଇଛି । ଆସିବ ୪ ବର୍ଷର ନୂଆ ଆଇଟିଇପି କୋର୍ସ ଆଇଟିଇପି-ଇଣ୍ଟିଗ୍ରେଟେଡ୍‌ ଟିଚର୍ସ ଏଜୁକେସନ ପ୍ରୋଗାମ୍‌ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ୟ୍ୟବଂଶୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com