ଓଡ଼ିଶାରାଜନୀତି

ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ହେଲା ବିଧାନସଭା

ଭୁବନେଶ୍ୱର: ପୁଣି ବିରୋଧ, ପୁଣି ହଙ୍ଗାମା । ଗୃହରେ ଚାଲିପାରୁନି ପ୍ରଶ୍ନକାଳ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ହେଲା ବିଧାନସଭା । ବାଚସ୍ପତି ସୁରମା ପାଢୀ ବଜେଟ ଅଧିବେସନର ପ୍ରଶ୍ନକାଳକୁ ମୁଲତବୀ ଘୋଷଣା କରିଛନ୍ତି । ଅଧିବେସନ ଆରମ୍ଭରୁ ଗୃହରେ ଦେଖିବାକୁ ମିିଳିଥିଲା କଂଗ୍ରେସ ସଦସ୍ୟଙ୍କ ନାରାବାଜି । ସେହି ସମାନ ପ୍ରସଙ୍ଗ ନାରୀ ସୁରକ୍ଷାକୁ ନେଇ ହୋଇଥିଲା ହଟ୍ଟଗୋଳ । ଅସ୍ୱାଭାବିକ ସ୍ଥିତିକୁ ନେଇ ଚାଲି ପାରିନଥିଲା ବଜେଟ ଅଧିବେସନର ପ୍ରଶ୍ନକାଳ ।

Related Articles

Back to top button
WP Twitter Auto Publish Powered By : XYZScripts.com