ମନୋରଞ୍ଜନ

ବଲିଉଡ୍‌ରେ ଡେବ୍ୟୁ କରିବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ

ବଲିଉଡ୍‌ରେ ଡେବ୍ୟୁ କରିବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ନିଜର ଅଜବ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ନିଜର ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ।

୧୪ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ‘ଲଭ୍‌ ସେକ୍ସ ଧୋକା’ର ସିକୁଏଲ୍‌ରେ ସେ ନଜର ଆସିବେ। ଫିଲ୍ମକୁ ଏକତା କପୁର ନିର୍ମାଣ କରୁଛନ୍ତି। ଏଥିରେ ଇଣ୍ଟରନେଟ୍‌ ଯୁଗରେ ପ୍ରେମ ଏବଂ ରିଲେଶନସିପ୍‌ର ଝଲକ ନଜର ଆସିବ।

Related Articles

Back to top button