
ପୁରୀ: ବନ୍ଦ ରହିବ ଜଗା ଦର୍ଶନ । ଶ୍ରୀଜିଉଙ୍କର ହେବ ମହାସ୍ନାନ । ରକ୍ତ ଛିଟା ପଡ଼ିବାରୁ ହେବ ମାହସ୍ନାନ । ପାଣିଆ ଆପଟ ସେବକ ପଡିଯିବାରୁ ହେଲା ମହାସ୍ନାନ । ପାଣି ନେବା ସମୟରେ ପଡିଗଲେ ପାଣିଆ ଆପଟ ସେବକ । ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିବ ଜଗା ଦର୍ଶନ । ଅବକାଶ ନୀତି ପରଠାରୁ ଅନ୍ୟାନ୍ୟ ନୀତି ଓ ଦର୍ଶନ ବନ୍ଦ ।