Featuredଓଡ଼ିଶାଶିକ୍ଷା

ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରି ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ

ଉମରକୋଟ: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା । ଛାତ୍ରଛାତ୍ରୀଙ୍କ ଖାଦ୍ୟରେ ମିଶିବ ପୋଷଣ ତତ୍ତ୍ୱ । ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ଯୋଜନାର ଶୁଭାରମ୍ଭ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉମରକୋଟରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପିଲାଙ୍କୁ ଲଡ଼ୁ ବାଣ୍ଟିଛନ୍ତି । ଏତିସହିତ ନବମ ଓ ଦଶମ ପିଲାଙ୍କ ମଧ୍ୟାହ୍ନ ଭୋଜନର ମଧ୍ୟ ଶୁଭାରମ୍ଭ କଣିଛନ୍ତି ମନ୍ତ୍ରୀ । ଯେଉଁଥିରେ ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ ସେ କହିଛନ୍ତି । ଖାଦ୍ୟ ବାଣ୍ଟିବା ସହ ପିଲାମାନଙ୍କ ସହ ମିଶି ଭାତ ଡାମଲା ମଧ୍ୟ ଖାଇଛନ୍ତି ମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com