
ଭୁବନେଶ୍ୱର : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ହାର୍ଡକୋର ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି । ବାରଗେଟ୍ଟା ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ସହ ମାଓବାଦୀ ‘ହିଡ଼ମା’କୁ ଠାବ ପାଇଁ ସର୍ଚ୍ଚ ଅପରେସନ ଚାଲିଛି ।
୭୨ ଘଣ୍ଟା ହେଲାଣି ଚାଲିଛି ମାଓ ଅପରେସନ । କ୍ଲିକ୍ କରି ଦେଖନ୍ତୁ କେମିତି ଖୋଜୁଛନ୍ତି ସୁରକ୍ଷାକର୍ମୀ…