ଅନ୍ତର୍ଜାତୀୟଜାତୀୟ
ଜାତିସଂଘରେ ପାକିସ୍ତାନକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ : ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ UNର ଭାରତର ଉପ-ସ୍ଥାୟୀ ପ୍ରତିନିଧି । ସେ କହିଛନ୍ତି ଆତଙ୍କବାଦକୁ ପ୍ରଶ୍ରୟ ଦେବାରେ ପାକିସ୍ତାନର ଭୂମିକା ଅଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହା ମାନିଥିବା ସାରା ବିଶ୍ବ ଶୁଣିଛି । ଅଧିକ ଜାଣିବାକୁ ଲିଙ୍କରେ କ୍ଲିକ୍ କରନ୍ତୁ…