
ଖୋର୍ଦ୍ଧା : ଖୋର୍ଦ୍ଧାରେ ପଲ୍ଲୀ ସଭା କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । କେଉଁଠି ପାଣି, କେଉଁଠି ରାସ୍ତା ଆବଶ୍ୟକ ତାହା ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି । ଏକ ଗଛ ମୂଳେ ବସି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହିତ ଆଲୋଚନା କରିଥିଲେ ପ୍ରଶାନ୍ତ । କ’ଣ କହିଛନ୍ତି ବିଧାୟକ ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ…