ଶିକ୍ଷା

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ।

ନୂଆଦିଲ୍ଲୀ ୧୪/ଜୁନ୍: ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । ସମଗ୍ର ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । ସମୁଦାୟ 13ଟି ଭାଷାରେ ପରୀକ୍ଷା କରାଯାଇଥିଲା । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ପରିଚାଳନା କରିଥିବା । ପ୍ରାୟ 22.7 ପରୀକ୍ଷଥି ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିଲେ । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି NTA ପକ୍ଷରୁ ପ୍ରକାଶ କରାଯାଇଛି ଏହି ପରୀକ୍ଷାଫଳ । ରାଜସ୍ଥାନର ମହେଶ କୁମାର ପ୍ରଥମ ସ୍ଥାନ ଓ ମଧ୍ୟପ୍ରଦେଶର ଉତ୍କର୍ଷ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ NEET neet.nta.nic.in ର ଅଫିସିଆଲ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ।

 

Related Articles

Back to top button
WP Twitter Auto Publish Powered By : XYZScripts.com