ଓଡ଼ିଶାବାଣିଜ୍ୟ

ନୂଆଖାଇରେ ଚାଷୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର, ନୂଆଖାଇ ଅବସରରେ,ଚାଷୀ ଙ୍କୁ ଆସନ୍ତା କାଲି ମିଳିବ CM କିଷାନ ଟଙ୍କା । ପ୍ରତ୍ୟେକ ଚାଷୀଙ୍କ ଆକଉଣ୍ଟକୁ ଯିବ ୨୦୦୦ ଟଙ୍କା ।

ରାଜ୍ୟର ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ଏହି ଟଙ୍କା । ନୂଆଖାଇ ଅବସରରେ ଚାଷୀଙ୍କୁ ଟଙ୍କା ଦେଇ ଉପକୃତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

କ୍ଷୁଦ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ, ସରକାରଙ୍କ ତରଫରରୁ ଏହି ଟଙ୍କା ବଣ୍ଟା ଯାଉଛି ।

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରହିଛି ରାଜ୍ୟର ସମସ୍ତ ଚାଷୀ ଓ ମହିଳାଙ୍କୁ ସଶକ୍ତ କରିବା । ଏ ଉଦ୍ଦେଶ୍ୟ ରଖି ସରକାରଙ୍କ ତରଫରୁ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି ।

Related Articles

Back to top button