
ଭୁବନେଶ୍ୱର ,କେନ୍ଦୁପତ୍ର ଉପରେ ଜିଏସଟି ୫%କୁ ହ୍ରାସ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ । ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସମିଟ୍ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏ ନେଇ ପ୍ରେସ ମିଟ କରିଛନ୍ତି ।
କେନ୍ଦୁପତ୍ର ଉପରେ ଜିଏସଟି ୧୮%ରୁ ୫ %କୁ ହ୍ରାସ ହୋଇଛି ।
କେନ୍ଦୁପତ୍ର ବିକ୍ରି ବଢ଼ିବ ।ଏ ନିଷ୍ପତ୍ତିରେ ଓଡ଼ିଶାର କେନ୍ଦୁପତ୍ର ତେଳାଳି ଉପକୃତ ହେବେ ।
କୃଷି ଉପକରଣରେ ଜିଏସଟି ହ୍ରାସ ପାଇବ । କୃଷକଙ୍କ ଖର୍ଚ୍ଚ କମିବ । ସେସ୍ କମିବା ଓଡ଼ିଶା ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ ।
କୋଇଲା କ୍ଷେତ୍ରରେ ଓଡ଼ିଶା ଅଧିକ ଲାଭାନ୍ୱିତ ହେବ । ବ୍ୟବସାୟୀଙ୍କୁ ୩ରୁ ୪ ଗୁଣା ଅଧିକ ଲାଭ ମଧ୍ୟ ମିଳିବ ।