
ଭୁବନେଶ୍ୱର, ନାଲକୋରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର କାଲେଙ୍କାରୀ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।ଅଫିସରମାନଙ୍କୁ ଏକାଠି କରି ପଚରା ଉଚରା ଜାରି ରଖିଛି ସିବିଆଇର ସ୍ୱତନ୍ତ୍ର ଟିମ୍ ।
ଚାକିରିର ପ୍ରଲୋଭନ ଦେଖାଇ ବଡ଼ ଧରଣର ଠକେଇ ନେଇ ଅଭିଯୋଗ ହେବା ପରେ ଏବେ କାର୍ଯ୍ୟାଳୟରେ ପହଞ୍ଚିଛି ସିବିଆଇର ସ୍ୱତନ୍ତ୍ର ଟିମ୍ ।
ଦୀର୍ଘ ଘଣ୍ଟା ଧରି ନାଲକୋ କାର୍ଯ୍ୟାଳୟରେ ସିବିଆଇ ଥିବା କୁହାଯାଉଛି ।
ଏ ଭିତରେ ଅନେକ ଦସ୍ତାବିଦ୍ ଜବତ ହୋଇଥିବା ଜଣାପଡ଼ିଛି ।