ଅନ୍ୟାନ୍ୟଓଡ଼ିଶା

ବର୍ଷା ହେଲେ କୋରାପୁଟରୁ ରାୟଗଡା ଯାତାୟତ ଠପ।

ଭୁବନେଶ୍ୱର,ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଦୁଃଖ ଦେଇଥିଲା ଜାତୀୟ ରାଜପଥ ୨୬ ଓ ୩୨୬ ତା ସହ କୋରାପୁଟରୁ ରାୟଗଡା ଦେଇ ଯାଇଥିବା ରେଳପଥ।

ଜାତୀୟ ରାଜପଥ ୩୨୬ ବଙ୍ଗଳାଗୁଡା ନିକଟରେ ୩ ବର୍ଷ ତଳେ ଭୁସୁଡି ପଡିଥିବା ପୋଲକୁ ବିଭାଗ ଆଜି ପର୍ଯ୍ୟନ୍ତ ସଜାଡ଼ି ପାରିନାହିଁ।

୮ କୋଟି ଟଙ୍କା ବ୍ୟୟ ଅନୁଦାନରେ କାମ ଚାଲୁଛି ଯେ କେବେ ସରିବ ଜଣାପଡୁନାହିଁ। ଅଳ୍ପ ବର୍ଷା ହେଲେ କୋରାପୁଟରୁ ରାୟଗଡା ଯାତାୟତ ଠପ। ସେହିପରି ରାୟପୁରରୁ ବିଶାଖାପାଟଣା ଜାତୀୟ ରାଜପଥ ୨୬ରେ ମଧ୍ୟ ୨ବର୍ଷ ହେଲା ସରୁନି ରାସ୍ତା କାମ।

ଅସରାଏ ବର୍ଷା ହେଲେ ଅସ୍ଥାୟୀ ପୋଲ ଉପରେ ଲହଡି ମାରୁଛି ପାଣି। ଆଉ ଲୋକେ ହେଉଛନ୍ତି ଦହଗଞ୍ଜ ।କିଛିଦିନ ତଳେ ହୋଇଥିବା ନିର୍ଦ୍ଧୁମ ବର୍ଷାରେ କୋରାପୁଟ–ରାୟଗଡା ରେଳପଥରେ କେଉଁଠି ପାହାଡ ଉପରୁ ପଥର ଖସି ଆସିଥିଲା ତ ଆଉ କେଉଠି ଟ୍ରାକ ଉପରେ ମାଟି ଅତଡା ସହ ଟ୍ରାକ ଦବିବାଥିଲା।

ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କାମ ଚାଲିଥିଲେ ମଧ୍ୟ ୧୨ ଘଣ୍ଟା ଲାଗିଯାଇତିଲା। ଯେଉଁଥିପାଇଁ ଅସୁବିଧା ଭୋଗିଥିଲେ ଯାତ୍ରୀ।

ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଦୁଃଖ ଦେଇଥିଲା ଜାତୀୟ ରାଜପଥ ୨୬ ଓ ୩୨୬ ତା ସହ କୋରାପୁଟରୁ ରାୟଗଡା ଦେଇ ଯାଇଥିବା ରେଳପଥ। ଜାତୀୟ ରାଜପଥ ୩୨୬ ବଙ୍ଗଳାଗୁଡା ନିକଟରେ ୩ ବର୍ଷ ତଳେ ଭୁସୁଡି ପଡିଥିବା ପୋଲକୁ ବିଭାଗ ଆଜି ପର୍ଯ୍ୟନ୍ତ ସଜାଡ଼ି ପାରିନାହିଁ।

୮ କୋଟି ଟଙ୍କା ବ୍ୟୟ ଅନୁଦାନରେ କାମ ଚାଲୁଛି ଯେ କେବେ ସରିବ ଜଣାପଡୁନାହିଁ। ଅଳ୍ପ ବର୍ଷା ହେଲେ କୋରାପୁଟରୁ ରାୟଗଡା ଯାତାୟତ ଠପ। ସେହିପରି ରାୟପୁରରୁ ବିଶାଖାପାଟଣା ଜାତୀୟ ରାଜପଥ ୨୬ରେ ମଧ୍ୟ ୨ବର୍ଷ ହେଲା ସରୁନି ରାସ୍ତା କାମ। ଅସରାଏ ବର୍ଷା ହେଲେ ଅସ୍ଥାୟୀ ପୋଲ ଉପରେ ଲହଡି ମାରୁଛି ପାଣି। ଆଉ ଲୋକେ ହେଉଛନ୍ତି ଦହଗଞ୍ଜ ।

Related Articles

Back to top button