Breaking Newsସ୍ୱାସ୍ଥ୍ୟ
ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚାରୀ ।

ଭୁବନେଶ୍ୱର , ଟ୍ରେନରେ ଚଢିବ। ସମୟରେ ଗଳି ପଡ଼ିଲେ ଯାତ୍ରୀ ।
ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ।
ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ରେଳ କର୍ମଚାରୀ ।
ଏହି ସମୟରେ ତାଙ୍କୁ ଉଦ୍ଧାର କରିଥିଲେ ରେଳ କର୍ମଚାରୀ ଫ୍ରିସକିଲା ଟେଟେ।
ମାନବିକତା ଦେଖାଇଲେ ରେଳ କର୍ମଚାରୀ
ଏମିତି ଘଟଣା ଘଟିଛି ଭଦ୍ରକ ରେଳ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମରେ ।
ପରେ ଯାତ୍ରୀ ଜଣଙ୍କୁ ସୁରକ୍ଷିତ ଭାବରେ ଟ୍ରେନରେ ଚଢାଇ ଥିଲେ ରେଳ କର୍ମଚାରୀ।



