ଅନ୍ତର୍ଜାତୀୟନିର୍ବାଚନ

ଜୋହରାନ ମାମଦାନି ନ୍ୟୁୟର୍କ ସିଟିର ମେୟର ।

ଭୁବନେଶ୍ୱର , ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ଜୋହରାନ ମମଦାନି ବିଜୟୀ ହୋଇଛନ୍ତି।

ମାମଦାନି ଆରମ୍ଭରୁ ନ୍ୟୁୟର୍କ ସିଟି ମେୟର ଦୌଡ଼ରେ ଆଗୁଆ ଥିଲେ।

ଏହି ବିଜୟ ସହିତ, ଜୋହରାନ ମାମଦାନି ନ୍ୟୁୟର୍କ ସିଟିର ସବୁଠାରୁ ଯୁବ, ପ୍ରଥମ ମୁସଲିମ ଏବଂ ପ୍ରଥମ ଦକ୍ଷିଣ ଏସୀୟ ମେୟର ହୋଇଛନ୍ତି।

ତାଙ୍କ ବିଜୟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,ଙ୍କ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।

Related Articles

Back to top button