
ଭୁବନେଶ୍ୱର,ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବେ ସାଲିଆ ସାହିରେ ଉଚ୍ଛେଦ କରାଯାଉଛି।
ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଚାଲିଛି ।ସାଲିଆ ସାହିରେ ବୁଲିଲା ବୁଲଡୋଜର।
ଚାଲିଛି ଉଚ୍ଛେଦ ପ୍ରକ୍ରିୟା ।
ଏହାକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା। ଉତ୍ତେଜନା ପରିସ୍ଥିତି ଉପୁଜିଛି।
ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପ୍ରାୟ ୫୧୭ ଘର ଉଛେଦ କରାଯିବ ।
ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ରହିଛନ୍ତି ।




