ଅନ୍ୟାନ୍ୟକ୍ରୀଡ଼ା

ବାରବାଟୀ ଷ୍ଟାଡିୟମର ହେବ ଉନ୍ନତି

ଭୁବନେଶ୍ୱର,ବାରବାଟୀ ମ୍ୟାଚରେ ଭାରତ, ଇତିହାସ ରଚିଛି।

ଦମଦାର ବୋଲିଂ ଫଳରେ ୭୪ ରନରେ ଅଲ୍ ଆଉଟ୍ ଓ ୫୦ ରନରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍ ହୋଇଥିବା ବେଳେ, ୨୮ ବଲରେ ୫୯ ରନ୍ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ମ୍ୟାନ୍ ଇନ୍ ବ୍ଲୁ ୧୦୧ ରନ୍ ରେ ଜିତିଛି।

୧୭୬ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୪ ରନ୍ ହିଁ କରିପାରିଥିଲା।ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ବଢ଼ାଇବା ନେଇ ପ୍ରସ୍ତାବ ରହିଛି।

ଏହାକୁ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। OCA ସମ୍ପାଦକ ସଞ୍ଜୟ ବେହେରା ବି ଏନେଇ ସୂଚନା ଦେଇଛନ୍ତି।

Related Articles

Back to top button