ଜାତୀୟବାଣିଜ୍ୟ

ସପ୍ତାହକରେ ୪ ହଜାର ବଢ଼ିଲାଣି ସୁନା

ଭୁବନେଶ୍ୱର ,ଗଲା କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସୁନା ଓ ରୁପା ଦରକୁ ନେଇ, ଚିନ୍ତାରେ ଗ୍ରାହକ।

କାରଣ ଗଲା ୭ ଦିନ ମଧ୍ୟରେ, ପୁଣି ଥରେ  ବଢ଼ିଲାଣି ସୁନା।

ଗଲା ସପ୍ତାହକ ମଧ୍ୟରେ ୪ ହଜାରରୁ, ଅଧିକ ଟଙ୍କା ବଢ଼ିଲାଣି।

୨୨ କ୍ୟାରେଟ୍ ସୁନା ଏକ ଲକ୍ଷ ୧୯ ହଜାରରୁ ବଢ଼ି ବଢ଼ି ଏବେ ୧ ଲକ୍ଷ ୨୨ ହଜାରରେ ପହଞ୍ଚିଛି।

ସପ୍ତାହକ ତଳେ ରୁପା କିଲୋ ପିଛା ୧ ଲକ୍ଷ ୯୮ ହଜାର ଥିବା ବେଳେ,୨ ଲକ୍ଷ ୧୦ ହଜାରକୁ ପାର କରିଛି।

ଦୁଇ ଦିନ ତଳେ ତାହା ୨ ଲକ୍ଷ ୧୫ ହଜାର ଥିଲା।

Related Articles

Back to top button