ଅନ୍ୟାନ୍ୟଜୀବନଶୈଳୀ

ସାରା ରାଜ୍ୟରେ ଶୀତ ଲହରୀ

ଭୁବନେଶ୍ୱର ,ଆଜି ଓ ଆସନ୍ତାକାଲି ପାଇଁ ଘନ କୁହୁଡ଼ି ଦୃଶ୍ୟମାନ ହେବା ନେଇ ପାଣିପାଗ ବିଭାଗ, ପୂର୍ବାନୁମାନ କରିଛି।  ଆହୁରି , ୭ ଦିନ ପ୍ରବଳ ଥଣ୍ଡା ଲାଗି ରହିବ।

ଆଜି ପାଇଁ ୪ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଓ କନ୍ଧମାଳ,ସୁନ୍ଦରଗଡ଼ ଏବଂ ଆସନ୍ତାକାଲି ପାଇଁ ୩ ଜିଲ୍ଲା  ଝାରସୁଗୁଡ଼ା ଓ ସୁନ୍ଦରଗଡ଼,ସମ୍ବଲପୁର,କୁ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି ହୋଇଛି।

୧୦ ଡିଗ୍ରୀ ତଳେ ୧୦ ସହର ତାପମାତ୍ରା ରେକର୍ଡ ହୋଇଛି।

ଆଗାମୀ ୭ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ସେହିପରି ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି।

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାରଦ ତଳମୁହାଁ ଯୋଗୁଁ ପ୍ରବଳ ଜାଡ ହେଉଛି।

Related Articles

Back to top button