ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଭୁବନେଶ୍ୱର ,ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ମଝି ଆକାଶରେ ଇଞ୍ଜିନ ତ୍ରୁଟି , ଯୋଗୁଁ ଅଚାନକ ଫେରି ଆସିଲା ବିମାନ।।

ଆଜି ସକାଳ ୬ଟା ୧୦ ମିନିଟରେ AI-887 ବିମାନଟି ଦିଲ୍ଲୀ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା।

ମଝି ଆକାଶରେ ହଠାତ୍ ବିମାନର ଗୋଟିଏ ଇଞ୍ଜିନ ଚାଲୁ ନଥିବା ଜାଣି ପାରିଥିଲେ ପାଇଲଟ୍।

ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସର ଯୋଗା ଯୋଗ କରି ଦିଲ୍ଲୀ ଫେରିବାକୁ ଅନୁମତି ମାଗିଥିଲେ।

ବିମାନରେ ଥିବା ଯାତ୍ରୀ ଓ କର୍ମଚାରୀ ସମସ୍ତେ ସୁରକ୍ଷିତ ଅଛନ୍ତି।

ତେବେ ଗୋଟିଏ ଇଞ୍ଜିନ ଫେଲ୍ ହୋଇଯାଇଥିବା ଜାଣି କିଛି ଯାତ୍ରୀ ଆଶଙ୍କାଗ୍ରସ୍ତ ହୋଇ ପଡ଼ିଥିଲେ।

ପ୍ରାୟ ୪୦ ମିନିଟ୍ ଧରି ଆକାଶରେ ରହିବା ପରେ, ୬ଟା ୫୦ରେ ବିମାନଟି ଜରୁରୀ ଅବତରଣ କରିଥିଲା।

Related Articles

Back to top button