
ଭୁବନେଶ୍ୱର, ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର।
ଦେଶର ୬ ସହରର ଏକ୍ୟୁଆଇ ସକାଳ ୯ଟା ସୁଦ୍ଧା ୩୦୦ ପାର କରି ଅତି ଖରପ ସ୍ତରରେ ପହଂଚିଛି।
ଏହି ୬ ସହର ମଧ୍ୟରେ ଓଡି଼ଶାର ୪ ସହର ରହିଛି। ୩୨୪ ଏକ୍ୟୁଆଇ ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି।
ସେହିପରି କଟକ ୩୦୪ ଓ ଭୁବନେଶ୍ବରରେ ଏକ୍ୟୁଆଇ ୩୦୨ ରହିଛି।
୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ,
୩୨୯ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ ସ୍ଥାନରେ ରହିଛି।




