Breaking Newsଅନ୍ୟାନ୍ୟ

ଉଚ୍ଚ ଟାୱାର ଉପରେ ଯୁବକ।

ଭୁବନେଶ୍ୱର,ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଟାୱାର ଉପରେ ଚଢି ଜଣେ  ଯୁବକ , ଦମକଳ ବାହିନୀଙ୍କୁ ନାକେଦମ କରିସାରିଲେଣି।

ସୁନାରିପଡାର ଯୁବକ ସୁମିତ ସାହୁ ଚଢ଼ି ଯାଇଥିବାବେଳେ ଆଉ ଓହ୍ଲାଉ ନାହାନ୍ତିl

କହିଲେ ବି ତଳକୁ ଓହ୍ଲାଉ ନାହାନ୍ତି। ତେବେ ସୁମିତ ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି l

ତେବେ ସୁମିତ କାହିଁକି ଟାୱାର ଉପରେ ଚଢ଼ିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁlଖବର ପାଇ ଦମକଳ ବାହିନୀ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ଯେତେ ବୁଝା ସୁଝା କରୁଥିଲେ ବି ସୁମିତ ଶୁଣୁ ନାହାନ୍ତି।

Related Articles

Back to top button