ଓଡ଼ିଶାରାଜନୀତି

ଚିଠି ଲେଖିଲେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ

ଭୁବନେଶ୍ୱର,ବାରମ୍ବାର ନିର୍ଦ୍ଦେଶ ପରେ ବି ଗୃହ ବିଭାଗରେ,ଖାଲି ପଡିଥିବା ପଦବୀର, ତଥ୍ୟ ଦେଉନଥିବା ସୂଚନା ମିଳିଛି ।

୧୫ ତାରିଖ ପୂର୍ବରୁ ତଥ୍ୟ ଦେବାକୁ ଚିଠି ଲେଖି ଜଣାଇଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ ।

୧୫ ତାରିଖରେ ଥିବା ସଚିବସ୍ତରୀୟ, ବୈଠକ ପୂର୍ବରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହାଇକୋର୍ଟ ରେଜିଷ୍ଟ୍ରାର ଓ ଜୁଡିସିଆଲ୍  ଏକାଡେମୀକୁ ମଧ୍ୟ ଗୃହ ବିଭାଗ ଚିଠି କରିଛି ।

ଏନେଇ ପୋଲିସ ଡିଜି, ଅଗ୍ନିଶମ ଡିଜି, ଜେଲ୍  ଡିଜିଙ୍କୁ ଚିଠି ଲେଖାଯାଇଛି।

Related Articles

Back to top button