ଓଡ଼ିଶାଶିକ୍ଷା

ଗଣତନ୍ତ୍ର ଦିବସ ପରେଡ୍ ଅଭ୍ୟାସ

ଭୁବନେଶ୍ୱର , ଦେଶ ପାଳିବ ୭୭ତମ ସାଧାରଣତନ୍ତ୍ର ଦିବସ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ, ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼।

ସେହିପରି ବିଭିନ୍ନ ଜିଲ୍ଲାର ୫ଟି ଲୋକନୃତ୍ୟ ଓ ଲୋକକଳା ଗ୍ରୁପ ବି ଅଂଶ ଗ୍ରହଣ କରିବେ।

କୌଶଳ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍ ସହ ସ୍କେଟିଂ ଗ୍ରୁପ।ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି।

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଚାଲିଛି ଜୋରଦାର ଅଭ୍ୟାସ।

ଆଜି ଫୁଲଡ୍ରେସ ରିହରସାଲ୍ କରାଯିବ।ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁଫ୍, CRPF,  OISF ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି।

ତାସହ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ଛାତ୍ରଛାତ୍ରୀ ମଧ୍ୟ ପରେଡରେ ସାମିଲ ହେବେ।

Related Articles

Back to top button