କ୍ରୀଡ଼ାଜାତୀୟ

ଆଜି WPL ଫାଇନାଲ୍।

 ଭୁବନେଶ୍ୱର ,ଦିଲ୍ଲୀ ଭର୍ସେସ୍ ବେଙ୍ଗାଲୁରୁ ଟକ୍କର। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବଡ଼ୋଦରାର ବିସିଏ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍।

ପ୍ରଥମ ଟ୍ରଫି ହାସଲ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ମହିଳା ବାହିନୀ।

ଗତ ତିନିଟି ଯାକ ସଂସ୍କରଣ ଅର୍ଥାତ୍ ୨୦୨୩, ୨୦୨୪ ଓ ୨୦୨୫ରେ ଉପବିଜତୋ ହୋଇଥିବା ଦିଲ୍ଲୀ କିନ୍ତୁ ଏଥର ଶେଷ ହିଡ଼ ଡେଇଁବା ଆଶାରେ ଅଛି।

ଆର୍ ସିବି ୨୦୨୪ ମସିହାରେ ବିଜେତା ହେବାର ଗୌରବ ଅର୍ଜନ କରିସାରିଛି।

ଚଳିତ ବର୍ଷର ଲିଗରେ RCB ପଏଣ୍ଟ୍ ତାଲିକାର ଶୀର୍ଷରେ ରହି ସିଧାସଳଖ ଫାଇନାଲ୍ ଟିକେଟ ହାସଲ କରିଥିଲା।

ଦିଲ୍ଲୀ ଏଲିମିନେଟର୍ ମୁକାବିଲାରେ ଗୁଜରାଟ ଜାଏଣ୍ଟସକୁ ୭ ୱିକେଟରେ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛି।

Related Articles

Back to top button