ଅନ୍ୟାନ୍ୟଓଡ଼ିଶା

ଚନ୍ଦ୍ରଗ୍ରହଣ ରେ ସତର୍କ ରୁହନ୍ତୁ ଏହି ୩ ରାଶି

ଭୁବନେଶ୍ୱର ,ଆସନ୍ତାକାଲି ୨୦୨୬ ମସିହାର ପ୍ରଥମ ଚନ୍ଦ୍ରଗ୍ରହଣ ।  ଆକାଶରେ ରକ୍ତଚନ୍ଦ୍ରର ଚମତ୍କାର ଦୃଶ୍ୟ ଦୃଶ୍ୟମାନ ହେବ। ରକ୍ତଚନ୍ଦ୍ର ଯୋଗୁଁ, ସେହି ରାତିରେ ଆକାଶ ନୀଳ ଏବଂ ଗାଢ଼ ଲାଲ ଦେଖାଯିବ। ଏହା ଏକ ବିରଳ ଘଟଣା। ଏହି ଚନ୍ଦ୍ରଗ୍ରହଣ ଚୂଡ଼ାମଣି ଯୋଗ ସମୟରେ, ଘଟିବ।  ଏବଂ ଏହାର ନକାରାତ୍ମକ ପ୍ରଭାବ ତିନୋଟି ରାଶି ଉପରେ ପଡିବ। ତେଣୁ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରରେ କଣ ରହିଛି ଉପଚାର । ଚନ୍ଦ୍ରଗ୍ରହଣର ଆରମ୍ଭ- ଅପରାହ୍ନ ୩ଟା ୨୦
ଚନ୍ଦ୍ରଗ୍ରହଣର ଶେଷ: ସନ୍ଧ୍ୟା ୬ଟା ୪୬
ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରୋଦୟ ସମୟ: ସନ୍ଧ୍ୟା ୬ଟା ୨୬ ରୁ ସନ୍ଧ୍ୟା ୬ଟା ୩୨ ମଧ୍ୟରେଚନ୍ଦ୍ରଗ୍ରହଣ ଯୋଗୁଁ ରାଜନୈତିକ ଅଶାନ୍ତି, ଝଡ଼, ସଡ଼କ ଦୁର୍ଘଟଣା, କିମ୍ବା ସମୁଦ୍ର ଝଡ଼ ଭଳି ଘଟଣା ହୋଇପାରେ।ଚନ୍ଦ୍ରଗ୍ରହଣ ସମୟରେ, କନ୍ୟା ଏବଂ ମକର ରାଶିର ବ୍ୟକ୍ତିମାନେ ମଧ୍ୟ ସତର୍କ ରହିବା ଉଚିତ। ସିଂହ ରାଶି ଉପରେ ଚନ୍ଦ୍ରଗ୍ରହଣର ସବୁଠାରୁ ଖରାପ ପ୍ରଭାବ ପଡିପାରେ, କାରଣ ଏହା ସିଂହ ରାଶି ରେ ହିଁ ଲାଗୁଛି।

Related Articles

Back to top button