ଜାତୀୟସ୍ୱାସ୍ଥ୍ୟ

ବଡ଼ ଧରଣର ଲାଣ୍ଡ ସ୍ଲାଇଡକୁ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ।

 ଭୁବନେଶ୍ୱର ,ପାହାଡ଼ ଉପରୁ ପବନ ବେଗରେ ମାଟିତ ଅତଡ଼ା ଧସିବା ବେଳେ ହଠାତ ଅଟକି ଯାଇଥିଲେ ଗାଡ଼ି ମୋଟର।

ଆଉ କିଛି ଦୂରରୁ ଭୂସ୍ଖଳନର ଦୃଶ୍ୟକୁ ମୋବାଇଲ କ୍ୟାମେରାରେ, କଏଦ କରିଥିଲେ।

ମଣିକରଣ ଉପତ୍ୟକାରେ ଘଟିଥିବା ଏହି ଭୂସ୍ଖଳନ ପାଇଁ ବହୁ ସଂଖ୍ୟାରେ, ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିବାକୁ ପଡ଼ିଥିଲା।

ପରେ ପ୍ରଶାସନ ପକ୍ଷରୁ ଏହି ରାସ୍ତା ଅବରୋଧ ହଟାଇବାକୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

ପାହାଡ଼ିଆ ରାସ୍ତାରେ ଯିବା ବେଳେ ଆଖି ସାମ୍ନାରେ, ଘଟିଲା ଭୂସ୍ଖଳନ।

କୁଲୁର ବର୍ଷାନି ଅଞ୍ଚଳରେ ଘଟିଗଡ଼ଠାରେ ଥିବା ପାହାଡ଼ିଆ ରାସ୍ତାରେ, ବହୁ ସଂଖ୍ୟାରେ ପର୍ଯ୍ୟଟକ ଆଗକୁ ଯାଉଥିବା ବେଳେ ହଠାତ ଶୁଖିଲା ମାଟିରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା।

ହିମାଚଳ ପ୍ରଦେଶ କୁଲୁରେ ଅଳ୍ପକେ ବଡ଼ ଧରଣର, ଲାଣ୍ଡ ସ୍ଲାଇଡକୁ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ।

Related Articles

Back to top button