Breaking Newsସ୍ୱାସ୍ଥ୍ୟ

ଭାରତରେ ପ୍ରାୟ ୭ ୱାକିଂ ନିମୋନିଆ କେସ୍ ମିଳିଛି

ସେପ୍ଟେମ୍ବର ୨୦୨୨ରୁ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୭ ୱାକିଂ ନିମୋନିଆ କେସ୍ ମିଳିଛି । ତେବେ ଏହି ତଥ୍ୟ ଅଲଗା ଅଲଗା ସାମ୍ପଲ ଯାଞ୍ଚ କରିବା ପରେ ସାମ୍ନାକୁ ଆସିଛି ।

ଏହି ଖବର ସାମ୍ନାକୁ ଆସିବା ପରେ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ମିଡିଆରେ ଯେଉଁ ବି ରିପୋର୍ଟ ଦେଖାଯାଉଛି ତାହା ସଠିକ୍ ନୁହେଁ । ସରକାରଙ୍କ ପକ୍ଷରୁ କୁହାଯାଇଛି ଦିଲ୍ଲୀ ଏମ୍ସରୁ ମିଳିଥିବା ବ୍ୟାକ୍ଟେରିଆଲ କେସ୍ ଓ ଚୀନ୍‌୍‌ରେ ବ୍ୟାପୁଥିବା ନିମୋନିଆ ମଧ୍ୟରେ କୌଣସି ସଂପର୍କ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com