ଜାତୀୟ

ଜୁଲାଇ ୨୫ ରେ ସରୁଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ, ପରବର୍ତ୍ତୀ ପ୍ରାର୍ଥୀ ନେଇ ଚାଲିଛି ମାନସ ମନ୍ଥନ

() ଆସନ୍ତା ଜୁଲାଇ ୨୫ ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ତେବେ ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ ଏବେ ଠାରୁ ବିଜେପି ଓ ଆରଏସଏସ ମଧ୍ୟରେ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ। ବିଜେପି ଓ ଆରଏସଏସ ମଧ୍ୟରେ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମାନଙ୍କ ମଧ୍ୟରେ ୟୁପି ରାଜ୍ୟପାଳ ଆନନ୍ଦୀବେନ ପଟେଲ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, କର୍ଣ୍ଣାଟକ ରାଜ୍ୟପାଳ ଥାବରଚନ୍ଦ ଗେହଲଟ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନାଁ ରହିଛି।

Related Articles

Back to top button