ଅନ୍ତର୍ଜାତୀୟମନୋରଞ୍ଜନ
ହଲିଉଡ୍ ଅଭିନେତ୍ରୀ ପୁଟିନ୍ଙ୍କୁ ନେଇ ସେୟାର କଲେ ଭିଡିଓ

ନୂଆଦିଲ୍ଳୀ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ସୋସିଆଲ ମିଡିଆରେ ଅପିଲ କରାଯାଉଛି। ବଲିଉଡରୁ ଆରମ୍ଭ କରି ହଲିଉଡ୍ ଯାଏଁ ସମସ୍ତ କଳାକାରମାନେ ମଧ୍ୟ ଦୁଇ ଦେଶର ଶାନ୍ତି ପ୍ରାର୍ଥନା କରୁଛନ୍ତି । ଏହି ସମୟରେ, ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ରୋକିବା ପାଇଁ ଆମେରିକୀୟ ଅଭିନେତ୍ରୀ ଆନ୍ନାଲିନ୍ ମ୍ୟାକର୍ଡଙ୍କ ଆବେଦନ ଚାରିଆଡେ ଭାଇରାଲ୍ ହେବାରେ ଲାଗିଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏଭଳି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି ।
Dear Mister President Vladimir Putin… pic.twitter.com/LbDFBHVWJf
— AnnaLynne McCord (@IAMannalynnemcc) February 24, 2022