ଜାତୀୟ

କେକେଙ୍କୁତୋପ ସଲାମୀ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର

କୋଲକାତା: ବଲିଉଡ୍‌ର ଲୋକପ୍ରିୟ ଗାୟକ କେକେଙ୍କର ହୃଦଘାତରେ ବିୟୋଗ ହୋଇଛି। ତାଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ଏପଟେ ତାଙ୍କୁ ତୋପ ସଲାମୀ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। କୋଲକାତାର ରବୀନ୍ଦ୍ର ସଦନରେ ତାଙ୍କୁ ତୋପ ସଲାମୀ ଦିଆଯାଇଛି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ଆସନ୍ତାକାଲି କେକେଙ୍କର ଶେଷକୃତ୍ୟୁ ସମ୍ପନ୍ନ ହେବ ।

Related Articles

Back to top button