ଜାତୀୟ
ଝିଅ ସହ ପିତୃ ଦିବସ ପାଳିଲେ ଚାରୁ ଅସୋପା, ଆସିଲେନି ସୁସ୍ମିତାଙ୍କ ଭାଇ ରାଜୀବ
ମୁମ୍ବାଇ: ଗତ କାଲି ଅର୍ଥାତ୍ ରବିବାର ଦିନ ବାପାଙ୍କ ପାଇଁ ଦିନଟିଏ ଥିଲା। ଗତକାଲି ସମସ୍ତ ପିତାଙ୍କୁ ପିତୃ ଦିବସ ଶୁଭେଚ୍ଚା ଜଣାଇଥିଲେ। ଅନ୍ୟପକ୍ଷରେ, ଯେଉଁମାନେ ପ୍ରଥମ ଥର ପାଇଁ ଏହି ଦିନ ପାଳନ କରୁଥିଲେ, ସେମାନେ ମଧ୍ୟ ଖୋଲାଖୋଲି ଭାବରେ ଏହି ଦିନକୁ ଅତିବାହିତ କରିଥିଲେ। କିନ୍ତୁ ଏହି ଦିନ ସୁସ୍ମିତା ସେନଙ୍କ ଭାଇ ତାଙ୍କ ଝିଅ ଜିଆନାଙ୍କ ସହ ଏହି ବିଶେଷ ଦିନ ପାଳନ କରିବାକୁ ଆସି ନଥିଲେ।
View this post on Instagram