ଓଡ଼ିଶା

ଜୁନିୟର ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଫେନସିଂ ଟିମ୍ ଚୟନ ଶିଵିର

କଟକ : ଅଗଷ୍ଟରେ ଲଣ୍ଡନରେ ଖେଳାଯିବାକୁ ଥିବା ଜୁନିୟର କମନୱେଲଥ ଗେମସ୍ ପାଇଁ ଫେନସିଂ ଟିମ୍ ଚୟନ ଶିଵିର ଆରମ୍ଭ ।ଅଲ ଇଣ୍ଡିଆ ଫେନସିଂ ସଂଘ କଟକର ଇଣ୍ଡୋର ଷ୍ଟାଡିୟମରେ ଏହି ଶିଵିର ଆରମ୍ଭ କରିଛି। ଵିଭିନ୍ନ ରାଜ୍ୟର ଵାଳକ ଓ ଵାଳିକା ଵର୍ଗରେ ୨୫୦ ଖେଳାଳୀ ଏହି ଚୟନ ଶିଵିରରେ ଯୋଗ ଦେଇଛନ୍ତି। ଏହି ଖେଳାଳିଙ୍କ ମଧ୍ୟରୁ ୧୨ ଜଣ ପୁରୁଷ ୧୨ ଜଣ ମହିଳା ଖେଳାଳୀଙ୍କୁ ଵଛାଯିଵ। ଏହି ଟିମ ଆସନ୍ତା ଅଗଷ୍ଟ ମାସରେ  ଲଣ୍ଡନ ଗସ୍ତ କରିବ।  ଏହାସହ ୪ଜଣ ପୁରୁଷ  ଅଫିସିଆଲ ଓ ୫ଜଣ ମହିଳା ଅଫିସିଆଲଙ୍କୁ ମଧ୍ୟ ଟିମ୍ ସହ ଯିବା ପାଇଁ ଏହି ଶିଵିରରେ ଚୟନ କରାଯିଵ।

Related Articles

Back to top button
WP Twitter Auto Publish Powered By : XYZScripts.com