ଓଡ଼ିଶା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଜିଲ୍ଲା ଗସ୍ଥକୁ ନେଇ ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯକର୍ତ୍ତା ବୈଠକ

ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଜିଲ୍ଲା ଗସ୍ଥ ଆସନ୍ତା ୧୦:୦୭:୨୦୨୨ ରେ ହେବାକୁ ଯାଉଥିବା ବେଳେ ତାଙ୍କର ସ୍ଵାଗତ ତଥା କାର୍ଯ୍ୟକର୍ତ୍ତା ସମ୍ମିଳନୀ ର ସଫଳ ରୂପାୟନ ପାଇଁ ଆଜି ଏକ ଜିଲ୍ଲା ସ୍ତରୀୟ କାର୍ଯକର୍ତ୍ତା ବୈଠକ ସ୍ଥାନୀୟ ଗୋଳନ୍ଥରା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ବି.ଜେ.ପି ଜିଲ୍ଲା ସଦ୍ଭାପତି ବିଭୁତି ଜେନାଙ୍କ ସଦ୍ଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଧାନସଭାନେତା କାହୁ ଚରଣପତି , ମନୋରଞ୍ଜନ ଦ୍ଯାନ ସମା ମନ୍ତରାୟ, ପ୍ରଶାନ୍ତ କର ପ୍ରମୁଖ ଏବଂ ସିଦ୍ଧାନ୍ତ ଗଙ୍ଗଦେବ , ମହନ୍ତ ଚିନ୍ମୟାନନ୍ଦ, ପ୍ରଶାନ୍ତ ନାୟକ , ପ୍ରଭାତ ଷଡଙ୍ଗୀ, N. ରାକେନ୍ଦ୍ର କୁମାର,ଗଙ୍ଗାଧର ଶତପଥୀ ବିନୋଦମିଶ୍ର ରାଜେସସାହୁ ଲକ୍ଷ୍ମୀପଣ୍ଡା ବବିତାପାତ୍ର ଶସୁଶିଳାମଲ୍ଲିକ ସନ୍ତୋସିନି ମହାରଣା ରଜତପଣ୍ଡିତ ସୁଭାସିସ ସାହୁ ଶୁନିଳପାତ୍ର ମଦନପାତ୍ର ପ୍ରଦିପ ପଟନାୟକ ରମ୍ଭା ଏବ ଛତ୍ରପୁର ଏନଏସି ଅଧ୍ୟକ୍ଷ୍ୟ ସମସ୍ତ ମଣ୍ଡଳ ସଦ୍ଭାପତି, ମୋର୍ଚା ସଦ୍ଭାପତି ପ୍ରମୁଖ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com